Tulu Music
Tulu Music 's Channel
 
Tulu Music has no videos available.
 
Profile
 
Name
Tulu Music
Description
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ 🔴‼️🔴🙏

ହେଲୋ ଫ୍ରେଣ୍ଡସ୍ 👋

ମୁଁ ଟୁଲୁ 🙏
ସ୍ୱାଗତ କରୁଛି ମୋର ଛୋଟ Tulu Music ଫ୍ୟାମିଲୀ କୁ 🙏।
ଗୀତ ଗାଇବା ମୋର ବହୁତ ଇଚ୍ଛା ଆଉ ମୋ ସ୍ୱପ୍ନ ।
ମୁଁ ଜାଣିନି ମୋ ଭଏସ୍ କେମିତି ଆଉ ମୁ କେମିତି ଗାଉଚି।
ଯଦି ମୁଁ ଗାଉଥିବା ଗୀତ ଆପଣଙ୍କୁ ଭଲ ଲାଗୁଛି ତେବେ ନିଶ୍ଚୟ ଭିଡ଼ିଓ କୁ ପୁରା ଦେଖନ୍ତୁ ଆଉ ଭିଡ଼ିଓ ଟି କେମିତି ଲାଗୁଚି କମେଣ୍ଟ ରେ ଜଣାନ୍ତୁ। ଯଦି ମୋ ଭିଡ଼ିଓ କିଛି ବି ଭୁଲ୍ ରହିଯାଉଛି ତାହେଲେ ଆପଣଙ୍କ ଛୋଟ ଭାଇ ବୋଲି ଭାବିକି କ୍ଷମା କରିଦେବେ 🙏। ଆଉ ଭିଡ଼ିଓ ଯଦି ବି କିଛି ଭୂଲ୍ ବା ତ୍ରୁଟି ରହିଯାଉଛି ତାହେଲେ ଆପଣ ମୋତେ କମେଣ୍ଟ ମାଧ୍ୟମରେ ଜଣାଇପାରିବେ । ଯାହା ଦ୍ୱାରା କି ମୁଁ ମୋର ସେ ଭୁଲ୍ ଆଉ ତ୍ରୁଟି କୁ ସୁଧାରିବାକୁ ଚେଷ୍ଟା କରିବି 🤗।
ଆପଣଙ୍କର ପ୍ରିୟ ଟୁଲୁ ବା ଛୋଟ ଭାଇ ଟିଏ ମୋତେ ଆଗକୁ ଏମିତି ଆପଣଙ୍କ ଭଲ ପାଇବା ଦିଅନ୍ତୁ ଯେମିତି ମୁଁ ଆପଣଙ୍କୁ ଏମିତି ଭଲ ଭଲ ଗୀତ ଗାଇ ଶୁଣେଇବା ପାଇଁ ଚେଷ୍ଟା କରିବି 🙏।

ଯଦି ଆପଣ ମୋ ପେଜ କୁ ନୂଆ ଆସିଛନ୍ତି ତାହେଲେ ଏତେ ଭାବୁଛନ୍ତି କଣ ପାଇଁ ଛୋଟ ଭାଇ ଭାବିକି ଟିକେ ସପୋର୍ଟ କରନ୍ତୁ ଆଉ ଲାଇକ, କମେଣ୍ଟ, ସେୟାର କରି ପେଜ କୁ ସବସ୍କ୍ରାଇବ କରିବାକୁ ଜମା ବି ଭୁଲିବେନି 🙏।

ଆପଣଙ୍କ ପ୍ରିୟ ଟୁଲୁ 🙏

ଧନ୍ୟବାଦ୍ 🙏

Like comments share and subscribe our channel 🙏

Love you all 🙏
Subscribers
1.36K
Subscriptions
Friends
Channel Comments
There are no comments for this user.
userid get finish at: 0.00 clean innertube fetch finish at: 0.40 main response parse finish at: 0.70 getAdditionalSections finish at: 0.70 applyHTML finish at: 0.70