Profile
Name
Amara Jatra
Description
ରାତିର ଅନ୍ଧାରରେ ଯେତେବେଳେ ତାରାମାନେ ଘୁମେଇ ପଡ଼ନ୍ତି, ମଞ୍ଚରେ ଅଭିନୟ କରେ କଳାକାର । କନ୍ଦାଏ, ହସାଏ, ରଗାଏ, ରୁଷାଏ, ଡରାଏ.. ପୁଣି ଜୀବନର ଗହନ ଗଣିତ ପଢ଼ାଏ । ପ୍ରତି ଓଡ଼ିଆଙ୍କ ପ୍ରାଣରେ ରହିଛି ଯାତ୍ରାର ପୁଲକ । ନିଃଶ୍ୱାସରେ ରହିଛି ଅଭିନୟର ନିଶା । ସେଥିପାଇଁ ଓଡ଼ିଶାର ପ୍ରାଚୀନ ଲୋକକଳା ଯାତ୍ରା.. ସେଇ ପେଣ୍ଡାଲର ଯାତ୍ରାସବୁରୁ ବାଛିକି ଆଣିବାର ପ୍ରତିଶୃତି ଦେଇ ଆରମ୍ଭ ହୋଇଛି ‘ଆମର ଯାତ୍ରା’ ୟୁଟ୍ୟୁବ୍ ଚ୍ୟାନେଲ । ଏଥିରେ ଆପଣ ମାନେ ବଡ଼ ବଡ଼ ଯାତ୍ରାପାର୍ଟିଙ୍କ ଲୋକପ୍ରିୟ ସମ୍ପୂର୍ଣ୍ଣ ଯାତ୍ରା, ମଜେଦାର ଯାତ୍ରା କ୍ଲିପ୍, ଯାତ୍ରା ଗୀତ, ଯାତ୍ରା କଳାକାର ମାନଙ୍କ ଇଣ୍ଟରଭିଉ ଓ ଯାତ୍ରାଜଗତର ଅନ୍ୟାନ୍ୟ ଖବର ସବୁ ଦେଖି ପାରିବେ । ଆଜି ହିଁ ସବସ୍କ୍ରାଇବ କରନ୍ତୁ ଓ ନୋଟିଫିକେସନ ପାଇଁ ବେଲ ବଟନକୁ ପ୍ରେସ୍ କରନ୍ତୁ ।
Amara Jatra one stop hub for Odia Jatra
Amara Jatra one stop hub for Odia Jatra
Subscribers
22.4K
Subscriptions
Friends
Channel Comments
There are no comments for this user.
Add comment