Joyce Meyer Ministries Odia
Joyce Meyer Ministries Odia's Channel
 
Joyce Meyer Ministries Odia has no videos available.
 
Joyce Meyer Ministries Odia
Profile
 
Name
Joyce Meyer Ministries Odia
Description
ଔପଚାରିକ ଜୟସ୍ ମେୟର ସେବାକାର୍ଯ୍ୟ ଓଡ଼ିଆ ୟୁ ଟୁବ୍ ଚାନେଲକୁ ସ୍ୱାଗତ I ଜୟସ୍ ମେୟର୍ ଜଗତର ପ୍ରମୁଖ ବ୍ୟାବହାରିକ ବାଇବଲ ଶିକ୍ଷକ ଓ ଲେଖକବୃନ୍ଦଙ୍କ ମଧ୍ୟରୁ ଜଣେ ଅଟନ୍ତି I ଜୟସ୍ ମେୟର ସେବାକାର୍ଯ୍ୟ ମାଧ୍ୟମରେ ସେ ମନ, ମୁଖ, ପ୍ରବୃତ୍ତି ଓ ମନୋବୃତ୍ତି ଉପରେ ଏକ ନିର୍ଦ୍ଦିଷ୍ଟ ଆଲୋକପାତ ସହିତ ଅନେକ ପ୍ରସଙ୍ଗ ଉପରେ ଶିକ୍ଷା ଦିଅନ୍ତି I ତାଙ୍କର ସ୍ପଷ୍ଟ ଯୋଗାଯୋଗ ପଦ୍ଧତି ତାଙ୍କୁ ଉନ୍ମୁକ୍ତ ଭାବରେ ଓ ନିର୍ଦ୍ଦିଷ୍ଟରୂପେ ତାଙ୍କର ଅନୁଭୂତି ବିଷୟରେ ପ୍ରଚାର କରିବାକୁ ଦେଇଥାଏ, ଯେପରି ଅନ୍ୟମାନେ ସେମାନଙ୍କ ଜୀବନରେ ତାଙ୍କର ଶିକ୍ଷାକୁ ପ୍ରୟୋଗ କରିପାରିବେ I

ଜୟସ୍ ଏକ ଟିଭି ଓ ରେଡିଓ କାର୍ଯ୍ୟକ୍ରମ ଏନଜୟ ଏଭ୍ରି ଡେ ଲାଇଫ୍ର ଆବାହକ ଅଟନ୍ତି, ଯାହାକି ସାରା ବିଶ୍ୱରେ ପ୍ରସାରିତ ହୋଇଥାଏ I ପ୍ରତିଦିନ ଆଘାତପ୍ରାପ୍ତ ଲୋକମାନଙ୍କୁ ସାହାଯ୍ୟ କରିବାକୁ ଜୟସ୍ଙ୍କର ଆବେଗ ହିଁ ହାଣ୍ଡ୍ ଅଫ୍ ହୋଫ୍ ଦି ମିଶନ୍ ଆର୍ମ ହେଉଛି ଜୟସ୍ ମେୟର ସେବାକାର୍ଯ୍ୟର ଦର୍ଶନ ଓ ଭିତ୍ତିଭୂମି ଅଟେ I
Subscribers
1.83K
Subscriptions
userid get finish at: 0.00 clean innertube fetch finish at: 0.40 main response parse finish at: 0.60 getAdditionalSections finish at: 0.90 applyHTML finish at: 0.90