New Odisha Natak
New Odisha Natak's Channel
 
New Odisha Natak has no videos available.
 
Profile
 
Name
New Odisha Natak
Description
° ନମସ୍କାର ଦର୍ଶକ ବନ୍ଧୁ ମୁଁ ସ୍ବାଗତ କରୁଚି ଆମ (New Odisha Nataka) ଓଡ଼ିଶାର ସାଂସ୍କୃତିକ ପରମ୍ପରା channel କୁ ।

🙏🙏 ମୁଁ ଆପଣଙ୍କ ମନୋରଞ୍ଜନ ର ବନ୍ଧୁ🙏🙏

👉🏻 ଆପଣଙ୍କ ଅଞ୍ଚଳ ରେ ପରିବେଷଣ ହେଉଥିବା ଯାତ୍ରା,ଦଣ୍ଡନାଚ,ରାମାୟଣ,ମହାଭାରତ, ପାଲା,ଭାରତ ଲୀଳା ଓ ଭଜନ ସାଂସ୍କୃତିକ କାର୍ଯକ୍ରମ ଇତ୍ୟାଦି ନାଟକ ଭିଡିଓ ଦେଖିବା ପାଇଁ ଚ୍ୟାନେଲ ଟି କୁ Subscribe କରିନିଅନ୍ତୁ।

🙏 ଅଗଣିତ ଦର୍ଶକ ବନ୍ଧୁ ମାନଙ୍କୁ ମୋର ଅନୁରୋଧ କି ଭିଡିଓ କୁ👍 like ଓ 🤳🏻share କରନ୍ତୁ ଏବଂ ଭିଡିଓ ଟି କେମିତି ଲାଗିଲା✍🏻 comment ମାଧ୍ୟମରେ ଜଣାନ୍ତୁ ।

ଏବଂ ଯଦି ଆପଣ ଆମ channel କୁ subscribe କରିନାହାନ୍ତି ତେବେ ଶୀଘ୍ର subscribe କରନ୍ତୁ ଏବଂ ତଳେ ଥିବା 🔔 ବଟନ୍ ଟିକୁ ଦବାଇ all notification ଟିକୁ on କରନ୍ତୁ ଯାହା ଫଳରେ ଆମ ର ସବୁ ନୂଆ ନୂଆ ଭିଡିଓ ଆପଣଙ୍କ ପାଖରେ ସହଜରେ ପହଞ୍ଚି ପାରିବ ।

🤷🏻ଆପଣମାନଙ୍କୁ କିଛି ମନୋରଞ୍ଜନ କଲା ଭଳି ଭିଡ଼ିଓ ଆଣିବା ପାଇଁ ଆମର ସମ୍ପୂର୍ଣ୍ଣ ପ୍ରୟାସ.........................

ଏମିତି ସବୁବେଳେ ହସୁଥାଓ ସମସ୍ତଙ୍କୁ ହସାଓ।







contact no
Subscribers
4.71K
Subscriptions
Friends
Channel Comments
There are no comments for this user.
userid get finish at: 0.00 clean innertube fetch finish at: 0.90 main response parse finish at: 1.40 getAdditionalSections finish at: 1.40 applyHTML finish at: 1.40